Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଗୌଡଗ୍ରାମ ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବାର ଖବର ମିଳିଛି ।

Digapahandi, Ganjam | Dec 3, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଗୌଡଗ୍ରାମ ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଏହା ଆଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏହା ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଗ୍ରାମସଭାରେ ଗ୍ରାମ ପଞ୍ଚାୟତର ବହୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।