କଟକ ପୌରାଞ୍ଚଳ: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ: କଟକ ମହାନଗର ନିଗମର ବ୍ୟାପକ ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ' ପାଇଁ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ୩୧୦ଟି ପମ୍ପ ସେଟ୍, ୯୪ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ଏବଂ ଓଡ୍ରାଫ୍ ଟିମ୍ ମୁତୟନ। ସହରବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମେୟରଙ୍କ ନିର୍ଦ୍ଦେଶ।