ବାଲେଶ୍ୱରରେ ଭିଜିଲାନ୍ସ ସଚେତନତା ସପ୍ତାହ: ଅଧିକାରୀମାନେ ନେଲେ ଶପଥ
Baleshwar, Balasore | Oct 27, 2026
ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଛି। ଏସପି ପ୍ରତ୍ୟୁଷ ଦିବାକରଙ୍କ ଉପସ୍ଥିତିରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଛନ୍ତି।