ବଅଁରପାଳ: ଅନୁଗୋଳ ବଳରାମପ୍ରସାଦରେ ପାଳିତ ହେଲା ରାବଣାପୋଡ଼ି ଉତ୍ସବ: ଯୋଗଦେଲେ ବିଧାୟକ
Banarpal, Angul | Oct 22, 2026 ଅନୁଗୋଳ ବଅଁରପାଳ ବ୍ଲକ୍ ବଳରାମପ୍ରସାଦରେ ପାରିଜାତ କ୍ଲବ୍ ପକ୍ଷରୁ ବିଜୟା ଦଶମୀ ଅବସରରେ ରାବଣାପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।