Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana
subhrakantar_1
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଶିବ ଦର୍ଶନ ସଂଗ୍ରହଳୟ ଉଦଘାଟନ କଲେ ଭଦ୍ରକ ବିଧାୟକ
Bhadrak Rural, Bhadrak
| Jun 14, 2026
MORE NEWS
ଭଦ୍ରକ: ଯାତ୍ରା ଦୁର୍ଗା ମନ୍ଦିରର ଆଜି ଫାଇନାଲ ନାଟକ ହେବ ମଞ୍ଚସ୍ଥ, ସୁପର ହିଟ୍ ନାଟକ ସୁରେଶ ପଣ୍ଡାଙ୍କୁ ସହେ ସଲାମ। #citykhabarbhadrak
Bhadrak Rural, Bhadrak | Jul 29, 2026
ଭଦ୍ରକ: ସାଳନ୍ଦୀ ନଦୀରେ ବନ୍ୟା ଜଳ ପ୍ରବାହିତ, ୧୯୯୯ ମସିହା ବନ୍ୟାରେ ଯେଉଁ ସ୍ଥାନକୁ ପାଣି ପଶି ନଥିଲା ଚଳିତ ବର୍ଷ ବନ୍ୟାରେ ପଶିଲା। ଭଦ୍ରକ ପୌରାଞ୍ଚଳ ୨୬,୨୭ ଓ ୨୮ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି। ଅନେକ ଘର ଏବେ ଜଳବନ୍ଦୀ ହୋଇ ରହିଛି। ବିଧାୟକଙ୍କ ତରଫରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି। #citykhabarbhadrak
Bhadrak Rural, Bhadrak | Jul 29, 2026
ଭଦ୍ରକ: ବିପଦ ସଙ୍କେତ ଉପରେ ସାଳନ୍ଦୀ ନଦୀର ଜଳସ୍ତର ପ୍ରବାହିତ, ୧୯୯୯ ମସିହା ବନ୍ୟାରେ ଯେଉଁ ସ୍ଥାନକୁ ପାଣି ପଶି ନଥିଲା ଚଳିତ ବର୍ଷ ବନ୍ୟାରେ ପଶିଲା। ଭଦ୍ରକ ପୌରାଞ୍ଚଳର ଅନେକ ଗାଁ ଜଳବନ୍ଦୀ। #citykhabarbhadrak
Bhadrak Rural, Bhadrak | Jul 29, 2026
ଭଦ୍ରକ: ଲଗାଣ ବର୍ଷା ଜଳରେ ଦାଣ୍ଡରେ ଖେଳୁଛି ଶେଉଳ, ଭଦ୍ରକ ଆରଡି ଛକ ଅଛ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। #citykhabarbhadrak
Bhadrak Rural, Bhadrak | Jul 29, 2026
🚨 ଭଦ୍ରକରେ ବନ୍ୟା ସ୍ଥିତି ଉପରେ ବଡ଼ ଅପଡେଟ୍! 🌊 ସାଳନ୍ଦୀ ଓ ଆଖୁଆପଦା ନଦୀର ସର୍ବଶେଷ ଜଳସ୍ତର କେତେ? କେଉଁ ଅଞ୍ଚଳ ପାଇଁ ରହିଛି ସତର୍କ ସୂଚନା? ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ ଏହି ରିପୋର୍ଟରେ। ⚠️ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। 📢 ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। 👉 ଅଧିକ ତାଜା ବନ୍ୟା ଓ ପାଣିପାଗ ଅପଡେଟ୍ ପାଇଁ Follow କରନ୍ତୁ RCN ଓଡ଼ିଆ। #RCNOdia #Bhadrak #FloodUpdate #SalandiRiver #Akhuapada #OdishaFlood #BreakingNews #WeatherUpdate #OdishaNews #FloodAlert #LiveUpdate
Bhadrak Rural, Bhadrak | Jul 29, 2026
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଶିବ ଦର୍ଶନ ସଂଗ୍ରହଳୟ ଉଦଘାଟନ କଲେ ଭଦ୍ରକ ବିଧାୟକ - Bhadrak Rural News