ଭଦ୍ରକ: ସାଳନ୍ଦୀ ନଦୀରେ ବନ୍ୟା ଜଳ ପ୍ରବାହିତ, ୧୯୯୯ ମସିହା ବନ୍ୟାରେ ଯେଉଁ ସ୍ଥାନକୁ ପାଣି ପଶି ନଥିଲା ଚଳିତ ବର୍ଷ ବନ୍ୟାରେ ପଶିଲା। ଭଦ୍ରକ ପୌରାଞ୍ଚଳ ୨୬,୨୭ ଓ ୨୮ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି। ଅନେକ ଘର ଏବେ ଜଳବନ୍ଦୀ ହୋଇ ରହିଛି। ବିଧାୟକଙ୍କ ତରଫରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।
#citykhabarbhadrak
Bhadrak Rural, Bhadrak | Jul 29, 2026