ସତ୍ୟବାଦୀ: ପୁରହୀତପୁର ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର
Satyabadi, Puri | Oct 28, 2026 ବିନ୍ଧଣ ଗ୍ରାମପଞ୍ଚାୟତର ପୁରହୀତପୁର ଗ୍ରାମରେ ଆୟୋଜିତ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର । ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମ କମିଟି ସଦସ୍ୟଙ୍କ ସହ କଲେ ଆଲୋଚନା ।