ଭୁବନେଶ୍ୱର ଠାରେ ଏକ ଘରୋଇ ଟିଭି ପକ୍ଷରୁ ଆୟୋଜିତ ବିକଶିତ ଭାରତ ବିକଶିତ ଓଡ଼ିଶା କନକ୍ଲେଭ ରେ ସାମିଲ ହେଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଅଧିବେଶନରେ ସାମିଲ ହୋଇ ବିକଶିତ ଭାରତ ଗଠନ ନେଇ ନିଜ ବକ୍ତବ୍ୟ ରଖିଥିଲେ ବିଧାୟକ। ଏହି ଅବସରରେ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ମନ୍ତ୍ରୀ ବିଧାୟକ ସାମିଲ ହୋଇଥିଲେ।