ବାଲିଗୁଡା: ବାଲିଗୁଡା ଥାନା ଅଞ୍ଚଳରେ ମାଇନିଂ ଏବଂ ତହସିଲଦାର ଙ୍କ ମିଳିତ ଚଢାଉ ରେ ଏକ ଟାକ୍ଟର କୁ ଜବତ କରିଥିବା ନେଇ ଦେଖିବାକୁ ମିଳିଛି
ବାଲିଗୁଡା ଥାନା ଅଞ୍ଚଳରେ ମାଇନିଂ ଏବଂ ତହସିଲଦାର ଙ୍କ ମିଳିତ ଚଢାଉ ରେ ଏକ ଟାକ୍ଟର କୁ ଜବତ କରିଥିବା ନେଇ ଦେଖିବାକୁ ମିଳିଛି ଶୁକ୍ରବାର ଅପରାହ୍ନ 4ଘଣ୍ଟିକା ରେ ବିଭିନ୍ନ ବାଲିଘାଟ କୁ ଚଢାଉ କରିଥିବା ବେଳେ ଏକ ଡାଲା ରେ ନମ୍ବର ବିହିନ ଟାକ୍ଟର କୁ ଜବତ କରି ତହସିଲଦାର କାଯ୍ୟଳୟ କୁ ଅଣା ଯାଇଥିଲା, ଅନ୍ୟ ପାଶ୍ୱରେ ଟାକ୍ଟର ମାଲିକ ମାନେ ମଧ୍ୟ ଗହଳି ଦେଖିବାକୁ ମିଳିଥିଲା