ଓରିଏଣ୍ଟ: ତାଲବେର୍ଣ୍ଣା ନିକଟରେ ଏକ ଭାରିଯାନକୁ ପଥର ମାରି ଭାଙ୍ଗିବା ସହ ଡ୍ରାଇଭର କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନେ ଗିରଫ
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ତାଲବେର୍ଣ୍ଣା ନିକଟରେ ଏକ ଭାରିଯାନକୁ ପଥର ମାରି ଭାଙ୍ଗିବା ସହ ଡ୍ରାଇଭର କୁ ଆକ୍ରମଣ କରିଥିବା ଅଭିଯୋଗ ଜଣେ ନାବାଳକ ସମେତ ୬ ଗିରଫ l ଗିରଫ ଅଭିଯୁକ୍ତମାନେ ତାଲବେର୍ଣ୍ଣାର ଟିକେଶ୍ଵର ମହନନ୍ଦ, ଲିପକ ରଣା, ଦୀପକ ଭୋଇ, କର୍ମକାର କଣ୍ଟା, ଅନିଲ ଛୁରିଆ ବୋଲି ଜଣାପଡିଛି l ଗିରଫ ଅଭିଯୁକ୍ତ ମାନଂକୁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଥିବାବେଳେ ନାବାଳକ ଜଣକୁ ରାଉରକେଲା ସ୍ଥିତ ବାଲ ସୁଧାର ଗୃହ କୁ ପଠାଯାଇଛି l ଅନ୍ୟପଟେ ଯୁବକ ମାନେ ଭାରୀଯାନ କୁ ପଥରରେ ଆକ୍ରମଣ କରୁଥିବା ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଛି l ରେଙ୍ଗାଲ