କଳାହାଣ୍ଡି: କଳାହାଣ୍ଡିର ପୂର୍ବ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ
Kalahandi, Kalahandi | Aug 19, 2026
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡର ପୂର୍ବ ବିଧାୟକ ଓ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ପରଲୋକ ଘଟିଛି । ସେ ୨୦୦୯ ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।