କଟକ ପୌରାଞ୍ଚଳ: ଓଡ଼ିଶାର ତୃତୀୟ ଜାତୀୟ ଲୋକ ଅଦାଲତ 2026 ଶନିବାର ଅନୁଷ୍ଠିତ
ଓଡ଼ିଶା ହାଇକୋର୍ଟ ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ଶନିବାର ତୃତୀୟ ଜାତୀୟ ଲୋକ ଅଦାଲତ - 2026 ଅନୁଷ୍ଠିତ ହେଲା। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ସଞ୍ଜୀବ ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ଏହି ଅଦାଲତ ପରିଚାଳିତ ହେଉଛି।