Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଝାରସୁଗୁଡା: ବର୍ଷା କୁ ଖାତିର ନକରି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ଶକ୍ତି ପ୍ରଦର୍ଶନ କଲା ଯୁବ କଂଗ୍ରେସ

ବର୍ଷା କୁ ଖାତିର ନକରି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟରେ ଶକ୍ତି ପ୍ରଦର୍ଶନ କଲା ଯୁବ କଂଗ୍ରେସ l ଆଜି ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବା ସମୟରେ ଝାରସୁଗୁଡା ଜିଲ୍ଲାକୁ ରାଷ୍ଟ୍ରୀୟ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶୋଭା ଓଝା ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପହଁଚି ଥିଲେ l କଂଗ୍ରେସ ପକ୍ଷରୁ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ନିକଟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବୁଧବାର ପୂର୍ବାହ୍ନ ୧୧ ଟା ୩୦ ରେ ପ୍ରବଳ ବର୍ଷାରେ ଭିଜିଭିଜି ଉଭୟ ଙ୍କୁ ସ୍ୱାଗତ କରାଯିବାସହ ଶକ୍ତି ପ୍ରଦର୍ଶନ କରାଯାଇଛି l