Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମ ର ଶନି ମନ୍ଦିର ନିକଟରେ ବସ ଧକ୍କାରେ ଜଣେ ଯୁବକ ର ମୃତ୍ଯୁବରଣ ହୋଇଥିବାର ଖବର ମିଳିଛି ।

Digapahandi, Ganjam | Jan 11, 2026
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମ ର ଶନି ମନ୍ଦିର ନିକଟରେ ବସ ଧକ୍କାରେ ଜଣେ ଯୁବକ ର ମୃତ୍ଯୁବରଣ ହୋଇଥିବାର ଖବର ମିଳିଛି । ମୃତକ ଜଣକ ବିଜାପଲି ଗ୍ରାମ ର ବୋଲି ଜଣାପଡିଥିବା ବେଳେ ବିଣାପାଣି ବସ ଧକ୍କାରେ ଯୁବକର ଜୀବନ ଯାଇଛି । ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରୁଛି ।
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମ ର ଶନି ମନ୍ଦିର ନିକଟରେ ବସ ଧକ୍କାରେ ଜଣେ ଯୁବକ ର ମୃତ୍ଯୁବରଣ ହୋଇଥିବାର ଖବର ମିଳିଛି । - Digapahandi News