ବଲାଙ୍ଗୀର: ଉତ୍ସାହର ସହ ପାଳିତ ହେଲା ସ୍ୱେଚ୍ଛାସେବୀ ସଂଗଠନ ‘ସମର୍ପଣ’ର ଷଷ୍ଠ ପ୍ରତିଷ୍ଠା ଦିବସ
ବଲାଙ୍ଗୀରରେ ସ୍ୱେଚ୍ଛାସେବୀ ସଂଗଠନ ‘ସମର୍ପଣ’ର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ବିଭିନ୍ନ ପ୍ରତିନିଧି ଯୋଗଦେଇ ସଂଗଠନର ସାମାଜିକ ସେବାକୁ ପ୍ରଶଂସା କରିଛନ୍ତି।