କେନ୍ଦ୍ରାପଡା: PMGI ଓ ଅନ୍ୟାନ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ ରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଲୋଚନା
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପିଏମଜି ଏବଂ ପ୍ରଗତି ଅଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା ବୈଠକ ହେଲା। ବିଧାୟକ ମହାକାଳପଡ଼ା ବି ଯୋଗ ଦେଇ ପ୍ରକଳ୍ପଗୁଡ଼ିକୁ ସମୟରେ ସମାପ୍ତ କରିବା ନିର୍ଦ୍ଦେଶ ଦିଆଯାଇଛି।