Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

ସିମୁଳିଆ: ସିମୁଳିଆ ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ର ଚଢ଼ାଉ ମଦ ସମେତ ଦୁଇ ଗିରଫ

Similia, Balasore | Dec 17, 2025
ଦେଶୀ ରନ୍ଧା ମଦ ଜବତ, ୦୨ ଗିରଫ। ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଓ ନରେନ୍ଦ୍ରପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଅନ୍ତରା ଗ୍ରାମର ପାର୍ବତୀ ସାହୁ ଓ ନରେନ୍ଦ୍ରପୁର ଗ୍ରାମର ସୁବାଷ ଚନ୍ଦ୍ର ସେଠୀ ଙ୍କୁ ଗିରଫ କରାଯାଇ ଆଜି ବୁଧବାର ଅପରାହ୍ନ 5 ଘଟିକା ସମୟରେ କୋର୍ଟ ଚାଲାଣ କରାଯାଇଛି l
ସିମୁଳିଆ: ସିମୁଳିଆ ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ର ଚଢ଼ାଉ ମଦ ସମେତ ଦୁଇ ଗିରଫ - Similia News