Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ଓରିଏଣ୍ଟ: ସାଗରପାଲି ଶ୍ରୀ ଶ୍ରୀ କାର୍ତିକ ପୁର୍ଣିମା ପୂଜା ଧୁମଧାମରେ ପାଳନ ହେଉଛି

Orient, Jharsuguda | Nov 4, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଶ୍ରୀ ଶ୍ରୀ କାର୍ତିକ ପୁର୍ଣିମା ପୂଜା ଧୁମଧାମରେ ପାଳନ ହେଉଛି l ଆଜି ସନ୍ଧ୍ୟା ୭ ଟା ରେ ସନ୍ଧ୍ୟା ଆଳତି ସମୟରେ ଶତାଧିକ ଭକ୍ତ ଙ୍କ ଭିଡ଼ ହେବା ସହ ଅହରାତ୍ର କୀର୍ତ୍ତନ ଅନୁଷ୍ଠିତ ହୋଇଛି l ଗତ ୨ ତାରିଖ ସକାଳୁ ସମ୍ପୂର୍ଣ ରୀତିନୀତିରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ପୂଜା ସମାପନ ହେବ ଏବଂ ସନ୍ଧ୍ୟା ୬ ଟାରୁ ରାତି ୯ ଟା ଯାଏଁ ନଗର ଭମ୍ରଣ ସହ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l