ନୟାଗଡ: ଅଡିଟ ସପ୍ତାହ 2026: ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ସହ ଆଲୋଚନା
ଅଡିଟ ସପ୍ତାହ 2026 ପାଳନ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେଲା ସ୍ୱତନ୍ତ୍ର ଆଲୋଚନା ବୈଠକ। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଆର୍ଥିକ ପରିଚାଳନା ଓ ସୁଶାସନ ନେଇ ହେଲା ବିଚାରବିମର୍ଶ। ବୈଠକରେ ମେୟର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାମିଲ।