ଅମୁଲ୍ କୁଲ ଖାଉଥିଲେ ସାବଧାନ, ଅମୁଲ କୁଲ ବତଲ ରୁ ବାହାରୁଚି ପୋକ, ଏମିତି ଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ ଉଲୁଡ଼ା ଠାରେ ଦୋକାନ ଦୋକାନ ବୁଲି ଏକ ପିକପବ୍ୟାନ ଗାଡି ବିଭିନ୍ନ ପ୍ରକାର ତଣ୍ଡା ପାନୀୟ ବିକ୍ରି କରୁଥିବା ବେଳେ ଉଲୁଡ଼ା ଠାରେ ଏକ ଦୋକାନ ରେ ଅମୁଲ କୁଲ ଦେବା ବେଳେ ସମସ୍ତ ଅମୁଲ କୁଲ ରେ ପୋକ ହେଇଥିବା ଦେଖିବାକୁ ପାଇଥିଲେ ଏହା ଦେଖି ଅଂଚଳ ବାସୀ ଗାଡି କୁ ଅଟକ ରଖି ଖାଦ୍ୟ ସୁରକ୍ଷା ନିରାପତ୍ତା ବିଭାଗ କୁ ଖବର ଦେଇଥିଲେ ଖବର ପାଇ କମର୍ଦା ପୋଲିସ ପହଂଚି ଗାଡି କୁ ଥାନା କୁ ନେଇଥିଲା ଗାଡି ଟି ବେଣୁଦା ଅଂଚଳ ରେ ବୋଲି ଜଣା ପଡିଛି