Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
padampurtv
Previous slide
Next slide
ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ ଦେଶର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ' #ଇଣ୍ଡିଆନ୍_ଆଇଡଲ୍_ସିଜିନ୍_୧୬ ର ବିଜେତା ମୁକୁଟ ପିନ୍ଧିଛନ୍ତି ଆମ ପ୍ରତିଭାବାନ ଓଡ଼ିଆ ଝିଅ #ଜ୍ୟୋତିର୍ମୟୀ_ନାୟକ। ନିଜର ସୁମଧୁର କଣ୍ଠସ୍ୱର ଏବଂ ଦୃଢ଼ ପରିଶ୍ରମ ବଳରେ ସେ ସମଗ୍ର ଦେଶରେ ରାଜ୍ୟର ନାଁକୁ ଉଜ୍ଜ୍ୱଳ କରିଛନ୍ତି । Padampur Tv ପରିବାର ତରଫରୁ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରୁଛୁ । #padampurtv #odisha #bargarh28_ #everyonefollowers #follow4followback
Bargarh, Bargarh (Baragarh)
| Jul 27, 2026
#ଇଣ୍ଡିଆନ୍_ଆଇଡଲ୍_ସିଜିନ୍_୧୬
#ଜ୍ୟୋତିର୍ମୟୀ_ନାୟକ।
#padampurtv
#odisha
#bargarh28_
#everyonefollowers
#follow4followback
MORE NEWS
#ଏକ_ଟଙ୍କିଆ ଡାକ୍ତର ଶଙ୍କର ରାମ ଚନ୍ଦାନୀ ଙ୍କ ମହତ୍ତ୍ୱପୂର୍ଣ୍ଣ ସୂଚନା ଦୁଇ ମିନିଟରେ ଜାଣନ୍ତୁ ନିଜର ସ୍ୱାସ୍ଥ୍ୟ କେମିତି ଅଛି । #everyonefollowers #padampurtv #viralchallenge #Odisha #bargarh28_ #foryoupageシ #highlights
Bargarh, Bargarh (Baragarh) | Jul 27, 2026
ବରଗଡ଼ର ଦାତବ୍ୟ ଅନୁଷ୍ଠାନ ଫିଡ୍ ( ଫାଉଣ୍ଡେସନ ଫର୍ ଏଜୁକେସନାଲ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ) ଟ୍ରଷ୍ଟ ତରଫରୁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ଏଥିପାଇଁ ଫିଡ୍ ଟ୍ରଷ୍ଟ ପକ୍ଷରୁ ତିନୋଟି ଟିମ୍ ଗଠନ କରା ଯାଇଥିଲା। ପ୍ରଥମ ଟିମ୍ ରେ ଟିମ୍ ଲିଡର ଜମ୍ବୁବତି ସୁନାଙ୍କ ନେତୃତ୍ବରେ ଫଣୀନ୍ଦ୍ର କୁମାର ତାଣ୍ଡି, ପଦ୍ମାବତୀ କୁମ୍ଭାର, ଗୌର କନ୍ଧ ଏବଂ ମନୋଜ ମହାନନ୍ଦ ପ୍ରମୁଖ ନିଟ୍ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୭୭୧୪ ରାଙ୍କ ରେ ଉତ୍ତୀର୍ଣ୍ଣ ହୋଇଥିବା ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମର ଖଗେଶ୍ୱର ସୁନାକୁ ମାନପତ୍ର , ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଟିମ୍ ଲିଡର ଅଶୋକ ନାରଙ୍ଗଙ୍କ ନେତୃତ୍ୱରେ ପ୍ରଦୀପ ନାଗ, କ୍ଷିରେଶ୍ଵର୍ ତାଣ୍ଡି, ରମେଶ ନାଗ, ଓମ୍ ପ୍ରକାଶ ମହାନନ୍ଦ, ସୁଶାନ୍ତ ସୁନା, ବିଷ୍ଣୁପ୍ରିୟା ନାଏକ ଯାଇ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଭଟଲି ବ୍ଲକର ଟ୍ୱିଙ୍କଲ ଶିକାକୁ ମାନପତ୍ର , ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଟିମ୍ ଲିଡର କ୍ରିଷ୍ଣା ସୁନାଙ୍କ ନେତୃତ୍ୱରେ ସୁବାସ ତାଣ୍ଡି, କିଚକ ସୁନା, ହରିହର ବିଭାର, ଜାନକୀ କଳିହାରି, ଗୋପାଳ ନାଗ, ଦୀପାଞ୍ଜଳି ଭୋଇ, ଅନିଲ ପାଇକ, ସୁଦର୍ଶନ ଲୁହା ପ୍ରମୁଖ ବରଗଡ ଜିଲ୍ଲା ଅନ୍ତର୍ଗତ ପ୍ରଧାନ ପାଲି ଗ୍ରାମକୁ ଯାଇ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରିଶିକା ଛତରକୁ ମାନପତ୍ର , ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଏହି ସମୟରେ ଖଗେଶ୍ୱର, ଟ୍ୱିଙ୍କଲ ଏବଂ ରିଶିକା ର ପିତାମାତା ମାନେ ଉପସ୍ଥିତ ଥିଲେ।
Bargarh, Bargarh (Baragarh) | Jul 27, 2026
ଦହିତା ରୋଡ଼ ବେହେରାଟାଲ ବ୍ରିଜ ଉପରୁ ପାଣି ଯାଉଛି #everyonefollowers #viralchallenge #padampurtv #highlightseveryone #dmbargarh
Bargarh, Bargarh (Baragarh) | Jul 26, 2026
ପଦ୍ମପୁର ବ୍ଲକ ବକେଲ ପଞ୍ଚାୟତ ଫଟାମୁଣ୍ଡା ଗାଁର ବ୍ରିଜ ଉପରେ ପାଣି ଯାଉଛି । #padampurtv #everyonefollowers #viralchallenge #highlightseveryone #bargarh28_
Bargarh, Bargarh (Baragarh) | Jul 26, 2026