Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର -୨ କମ୍ୟୁନିଟି ସେଣ୍ଟର ସମୁଖ ଛୋଟ ଜଙ୍ଗଲରେ ନିଆକୁ ଦମକଳ ବାହିନୀ ଆୟତ୍ତ କଲେ...

Raurkela M, Sundargarh | Mar 15, 2026
ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ୧୫ ମିନିଟ ପାଖାପାଖି ସେକ୍ଟର -୨ କମ୍ୟୁନିଟି ସେଣ୍ଟର ସମ୍ମୁଖ ଛୋଟ ଜଙ୍ଗଲ ନିଆଁକୁ ଦମକଳ ବାହିନୀ ପ୍ରାୟ ୧ଘଣ୍ଟା ଧରି ନିଆଁକୁ ଲିଭାଇ ସମ୍ପୂର୍ଣ ଆୟତକୁ ଆଣିଥିଲେ, ବର୍ତ୍ତମାନ ପ୍ରବଳ ଖରାରେ ଜଙ୍ଗଲr ଗଛ ଲତା ଚାରିଆଡେ ସୁଖୀ ଯାଇଥିବା ବେଳେ, କୌଣସି ଦୁବୃତ୍ତ ନିଆଁ ଲଗାଇ ଦେଇଥିଲା, ନିଆଁ ଧୀରେ ଧୀରେ ବଢି ପ୍ରବଳ ରୂପରେ ଚାରି ଆଡେ ମାଡିଯାଇଥିଲା, କୌଣସି ଉତ୍ତମ ବ୍ୟକ୍ତି ଫୋନ କରି ଦମକଳ ବାହିନୀକୁ ଜଣାଇବାରୁ, ଦମକଳ ଗାଡି ପହଞ୍ଚି, ନିଆଁକୁ ଆୟତ୍ତ କରିଥିଲେ, ଏଥିରେ କେହି ହତାହତ ହୋଇ ନ ଥିବା ସୂଚନା ମିଳିଛି

MORE NEWS