Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀ ର ପିଲିପଦର ଓ ତୋରାଣି ପାଣି ଅଞ୍ଚଳ ରେ ବେଆଇନ ଭାବେ ୧୨୦୦୦ ଗଞ୍ଜେଇ ଚାଷ କୁ ନଷ୍ଟ କରିଛି ଜିଲ୍ଲା ପୋଲିସ

Surada, Ganjam | Nov 30, 2025
ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ରେ ମିଳିତ ଆନୁକୂଲ୍ୟରେ ବଡ଼ଗଡ଼ ଥାନା ଅନ୍ତର୍ଗତ ପିଲି ପଦର ଓ ତୋରାଣି ପାଣି ପାହଡ଼ ଅଞ୍ଚଳରେ ଏକର ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛ ନଷ୍ଟ କରିବା ସହ ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ କଡା ନଜର ରହିଥିବା ସୂଚନା ରହିଛି।