Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

କୋଟପାଡ: ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ

Kotpad, Koraput | Jan 16, 2026
କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌ ପହଞ୍ଚିବା ପରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଟିମ୍‌ର ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ଏକ ମାସ ହେବ ମେଡିକାଲ କର୍ତ୍ତୃପକ୍ଷ ନୁଆ ରୂପରେ ସଜାଇଥିଲେ। ରାଜ୍ୟ ଆଇଡିଏସପି ସେଲ ର ଆରଆରଟି ଡାକ୍ତର ସୁରଜିତ ଗୋରାଉଡୁ, ଏମଜିଟି ସୌମ୍ୟ କାନ୍ତ ପାତ୍ର, ୟୁନିସେଫ ର ଡାକ୍ତର ଅନିଲ କୁମାର ପଟ୍ଟନାୟକ ପ୍ରମୁଖ ଅପରାହ୍ନ ଚାରିଟାରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି l