Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

MORE NEWS

👉 ରାଜ୍ୟର ସାମ୍ବାଦିକମାନଙ୍କୁ କେବେ ମିଳିବ #ପେନସନ୍, #ପ୍ରୋଟେକ୍ସନ୍ ଓ #ଆକ୍ରିଡେସନ୍। ପ୍ରଶ୍ନ କଲେ ଓଡ଼ିଶା ସାମ୍ୱାଦିକ ୟୁନିଅନ୍‌ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତି। ଶୁଣନ୍ତୁ, କ’'ଣ ଉତ୍ତର ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
#odisha #Odi #viralchallenge #BreakingNews
#hailights  #follower 
#everyoneシ゚ 
#Bijepur 
#PadampurTv
#Odisha
#BargarhCity 
#paikmal 
#padampur 
#jharbandh 
 #bargarhpolice 
#BreakingNews  
#dmbargarh 
#spbargarh 
#CMOOdisha
Dalphin Suna

👉 ରାଜ୍ୟର ସାମ୍ବାଦିକମାନଙ୍କୁ କେବେ ମିଳିବ #ପେନସନ୍, #ପ୍ରୋଟେକ୍ସନ୍ ଓ #ଆକ୍ରିଡେସନ୍। ପ୍ରଶ୍ନ କଲେ ଓଡ଼ିଶା ସାମ୍ୱାଦିକ ୟୁନିଅନ୍‌ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତି। ଶୁଣନ୍ତୁ, କ’'ଣ ଉତ୍ତର ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ... #odisha #Odi #viralchallenge #BreakingNews #hailights #follower #everyoneシ゚ #Bijepur #PadampurTv #Odisha #BargarhCity #paikmal #padampur #jharbandh #bargarhpolice #BreakingNews #dmbargarh #spbargarh #CMOOdisha Dalphin Suna

Bargarh, Bargarh (Baragarh) | Jun 13, 2026

👉 ଗ୍ରାମ୍ୟ ସ୍ତରୀୟ #ଶିଶୁ_କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ 

ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସଟୁ ଜଷ୍ଟିସ "ଦ୍ୱାରା ଅନୁଗୁଲ ଜିଲ୍ଲାର ବଅଁରପାଳ କଙ୍କି ନlଳୀ ,ସlନ୍ତରପୂର୍, ଗୋଡସନ୍ତ୍ରି,ଭାଗବତ ପୁର, ଗlଙ୍ଗିଯୋଡ଼ି,ବଉଳିଗୋଡ ପଞ୍ଚାୟତ ର ବଉଳି ଗୋଡ,ଜୁହାର ପୁର,ପୂରିକିଆ , ଅରାହଟ ଗ୍ରାମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ  ୱାଡମେମ୍ବର, ଅଙ୍ଗନୱାଡ଼ି , ଆଶା,  କିଶୋରୀ, ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ଅଧକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ । 
#odisha 
#anguldm 
#viralchallenge #BreakingNews
#highlightsシ゚ 
 #follower 
#everyoneシ゚  
#PadampurTv 
#Odisha 
#CMOOdisha

👉 ଗ୍ରାମ୍ୟ ସ୍ତରୀୟ #ଶିଶୁ_କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ ବିଶ୍ଵ ଯୁବ କେନ୍ଦ୍ର,ବଣୀନଳୀ, ଅନୁଗୋଳ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସଟୁ ଜଷ୍ଟିସ "ଦ୍ୱାରା ଅନୁଗୁଲ ଜିଲ୍ଲାର ବଅଁରପାଳ କଙ୍କି ନlଳୀ ,ସlନ୍ତରପୂର୍, ଗୋଡସନ୍ତ୍ରି,ଭାଗବତ ପୁର, ଗlଙ୍ଗିଯୋଡ଼ି,ବଉଳିଗୋଡ ପଞ୍ଚାୟତ ର ବଉଳି ଗୋଡ,ଜୁହାର ପୁର,ପୂରିକିଆ , ଅରାହଟ ଗ୍ରାମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯକ୍ରମ ରେ ୱାଡମେମ୍ବର, ଅଙ୍ଗନୱାଡ଼ି , ଆଶା, କିଶୋରୀ, ମାନଙ୍କ ଉପସ୍ଥିତ ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବଲ୍ୟବିବାହା, ଶିଶୁ ଚାଲାଣ,ଶିଶୁ ଯୌନ ନିର୍ଯାତନା,ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ବାଲ୍ୟ ବିବାହ ତଥା ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଲୀ ଏବଂ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ଅଧକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ । #odisha #anguldm #viralchallenge #BreakingNews #highlightsシ゚ #follower #everyoneシ゚ #PadampurTv #Odisha #CMOOdisha

Bargarh, Bargarh (Baragarh) | Jun 13, 2026

Bargarh, Bargarh (Baragarh) | Jun 13, 2026