Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଏମ.ଭି ୭୯: ମାଲକାନଗିରି ଜିଲ୍ଲା ଉପ ଜିଲ୍ଲାପାଳ, ଏମଭି-୭୯ ଠାରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗସ୍ତ

MV 79, Malkangiri | Sep 23, 2025
ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମସ୍ଥିତ ଡଃ ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମଙ୍ଗଳବାର ଦିନ ମାଲକାନଗିରି ଉପଜିଲ୍ଲାପାଳ ଅଶ୍ଵିନି ଏ ଏଲ୍ ଗ୍ରସ୍ତ କରି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝିଥିବା ଜଣାପଡିଛି। ସୁଚନା ମୁତାବକ ସୋମବାର ସକାଳୁ ଉପଜିଲ୍ଲାପାଳ ଏମଭି ୭୯ ସ୍ଥିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ମାନ ଯାଂଚ ସହ ପିଲାଙ୍କ ସମସ୍ୟା ବାବଦରେ ପଚାରି ବୁଝିବା ନିମନ୍ତେ ପହଂଚି ଥିଲେ ।