ପାରଳାଖେମୁଣ୍ଡି: SKCG କଲେଜରେ 8 ବର୍ଷ ପରେ ହେଲା ଛାତ୍ର ସଂସଦ ନିର୍ବାଚନ: ନିର୍ବାଚିତ ପ୍ରତିନିଧି ନେଲେ ଶପଥ
ଗଜପତି ପାରଳାଖେମୁଣ୍ଡି ସ୍ଥିତ SKCG କଲେଜରେ 8 ବର୍ଷ ପରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଲା ଛାତ୍ର ସଂସଦ ନିର୍ବାଚନ-2026। ନିର୍ବାଚିତ ପ୍ରତିନିଧିମାନେ କଲେଜର ବିକାଶ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ନେଲେ ଶପଥ।