ଖଲ୍ଲିକୋଟ୍: ଗଞ୍ଜାମରେ ଆରମ୍ଭ ହେଲା 70ତମ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା
ଗଞ୍ଜାମ ଜିଲ୍ଲାର ପାତ୍ରପୁର ସାମନ୍ତିଆପଲ୍ଲୀ ପିଏମ୍ଶ୍ରୀ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠରେ ୭୦ତମ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଏଥିରେ ଜିଲ୍ଲାର ୨୨ଟି ବ୍ଲକ୍ରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।