ବାଲିିଅନ୍ତା: ବାଳକାଟୀ ଭାର୍ଗବୀ ସେତୁରେ ପଲସର ଗାଡି ଓ ସ୍କୁଟି ମଧ୍ୟରେ ଦୁର୍ଘଟଣାରେ 2 ଗୁରୁତର ଆହତ
ବାଳକାଟୀ ଭାର୍ଗବୀ ସେତୁ ଉପରେ ଗତକାଲି ରାତି ପଲସର ଗାଡି ଏକ ସ୍କୁଟିକୁ ଥରା ପାଇଁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ, ସ୍ଥାନୀୟ ଲୋକମାନେ ତୁରନ୍ତ ରୋଗୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।