#ଓଡ଼ିଶାର_ଆୟୁଷ୍ମାନ_କାର୍ଡ_ଉପରେ_ଆନ୍ଧ୍ରର_ନଜର!
ମାଲକାନଗିରି ଜିଲ୍ଲାରେ ଆନ୍ଧ୍ରପ୍ରଦେଶର ଘରୋଇ ହସ୍ପିଟାଲଗୁଡ଼ିକୁ ନେଇ ଉଠିଲା ପ୍ରଶ୍ନ। ଆୟୁଷ୍ମାନ କାର୍ଡ ନାଁରେ ରୋଗୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହେଉଥିବା ଅଭିଯୋଗ ଆସିଛି।
ଅଭିଯୋଗ ଅନୁଯାୟୀ, ଆନ୍ଧ୍ରପ୍ରଦେଶର କିଛି ଘରୋଇ ହସ୍ପିଟାଲର ଦଲାଲମାନେ ମାଲକାନଗିରି ଜିଲ୍ଲାରେ ବୁଲୁଛନ୍ତି। ନିରୀହ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶର ଘରୋଇ ହସ୍ପିଟାଲକୁ ନେଉଥିବା ଅଭିଯୋଗ ହୋଇଛି।
#AyushmanCard #hospital #Visakhapatnam
#malkangiri #patient #malkangirinews
#Odisha #newodishatv