କଳାହାଣ୍ଡି: କଲମପୁରରେ ଗଣ୍ଡଗୋଳ: ପାଞ୍ଚ ଜଣ କୋର୍ଟ ଚାଲାଣ
Kalahandi, Kalahandi | Oct 4, 2026
କଲମପୁର ଥାନା ବିଜମରା ପିପଲଝାପର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣା। ପୂର୍ବ ଶତ୍ରୁତାରୁ ଆକ୍ରମଣ ଯୋଗୁଁ ଜଣେ ମହିଳା ଗୁରୁତର। ଉଭୟ ପକ୍ଷରୁ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ।