ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ପ୍ରକ୍ଷରୁ ଅଭିଯୁକ୍ତ ଆସିଷ୍ଟାଣ୍ଡ ପ୍ରଫେସର ଙ୍କୁ କରାଗଲା ନିଲମ୍ବିତ
ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ରେ ଛାତ୍ରୀ ଙ୍କୁ ନିର୍ଯ୍ୟାତନା ଘଟଣା ର ନିଲମ୍ବିତ ହେଲେ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ଗୋପିକାନ୍ତ ସୁନା । ଗୋପିକାନ୍ତ ସୁନା ଛାତ୍ରୀ ନିର୍ଯାତନା ଦେବି ଘଟଣା ନେଇ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ମହିଳା ଥାନା ରୁ ସୂଚନା ପାଇବା ପରେ ଜିଏମ ବିଶ୍ୱ ବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ଅଭିଯୁକ୍ତ ଆସିଷ୍ଟାଣ୍ଡ ପ୍ରଫେସର ଙ୍କୁ ନିଲମ୍ବିତ କରିଥିବା ନେଇ ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ପ୍ରକ୍ଷରୁ ଆଜି ସଂଧ୍ୟା 5, 51 ମିନିଟ ସମୟରେ ଗଣମାଧ୍ୟମକୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି।