ଛତ୍ରପୁର: ବ୍ରହ୍ମପୁରରେ ପାଣି ଭାସିବା କାରଣ ଡ୍ରେନେଜ୍ ଜଟିଳତା, 14 ତାରିଖ ପର୍ଯ୍ୟନ୍ତ ହେବ ବର୍ଷା
ବ୍ରହ୍ମପୁରରେ ଲଘୁଚାପ ଜନିତ ବର୍ଷାରୁ ରାସ୍ତାରେ ଡ୍ରେନେଜ୍ ସମସ୍ୟା ହେତୁ ପାଣି ଭାସିବା ଅବସ୍ଥା ଜନ୍ମ ନେଇଛି। ପାଣିପାଗ ବିଭାଗ କହିଛି ଯେ, 14 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ସାବଧାନ ରହିବାକୁ ଜଣାଇଛି।