ପାରଳାଖେମୁଣ୍ଡି: ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ପାଳିତ ହେଲା ବିଶ୍ୱ ଜଳାତଙ୍କ ଦିବସ
ପାରଳାଖେମୁଣ୍ଡି ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ। ଜଳାତଙ୍କ ରୋଗରୁ ରକ୍ଷା ପାଇବା ପାଇଁ ଟିକାକରଣ ଓ ସଚେତନତା ଉପରେ ଗୁରୁତ୍ୱ ଦେଲେ ବିଶେଷଜ୍ଞ। କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।