#ଡକାୟତି_ଯୋଜନା_ବେଳେ_ମାଡିବସିଲା_ପୋଲିସ
#ଦୁଇଟି_ବନ୍ଧୁକ_ସମେତ_10_ଟି_ଅଫୂଟା_ଗୂଳି_ଗୋଟିଏ_କାର_ଜବଦ,
#୩ଜଣ_ଡକାୟତ_ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ
ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ ଚଢଉ କରି ଜବଦ କରିଛି ପୋଲିସ,
#mahimatv #OdishaNews #Odisha #spbalasore #igbalasore #dmbalasore
Basta, Balasore | Jun 25, 2026