ଭୁବନେଶ୍ୱର: ବାଲିଅନ୍ତା ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଲେ ପୋଲିସ କମିସନର
Bhubaneswar, Khordha | Oct 20, 2026
ଭୁବନେଶ୍ୱର-କଟକ ପୋଲିସ କମିସନର ଡଃ ସୁରେଶ ଦେବଦତ୍ତ ସିଂହ ଓ ଡିସିପି ଡଃ ସାରଭାନା ବିବେକ ଏମ୍ ବାଲିଅନ୍ତା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଏହି ସମୟରେ ବାଲିଅନ୍ତା ଥାନା ଅଧିକାରୀ ରଶ୍ମିତା ବେହେରା ଉପସ୍ଥିତ ଥିଲେ।