ଜଟଣୀ ରାଜା ବଜାର ସୋନି ଜୁଏଲରି ସଟର କାଟି ଚୋରୀ ଘଟଣାର ଅଧିକ ତଦନ୍ତ ଜାରୀ ରହିଛି | ଏହି ଅଧିକ ତଦନ୍ତ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ହୋଇଛି |