Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ମହୁମୁହାଣ ଗୁଠୁଣା ପଡିଆରେ ଅଷ୍ଟମ ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ୟୁନିକ ଭଦ୍ରକ ଚମ୍ପିୟାନ

Soro, Balasore | Dec 16, 2025
ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଠୁଣା ପଡିଆରେ ବାବା ମୁକ୍ତେଶ୍ଵର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅଷ୍ଟମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ରାଇଜିଂ ସ୍ପୋର୍ଟିଂ ଝାଡଖଣ୍ଡକୁ ହରାଇ ୟୁନିକ ଭଦ୍ରକ ଚମ୍ପିୟାନ ହୋଇଛି।ଆଜିର ମ୍ୟାଚରେ ଝାଡ଼ଖଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ସମସ୍ତ ୱିକେଟ ହରାଇ ୧୮୩ ରନ ସଂଗ୍ରହ କରିଥିଲା। ଦଳର ବ୍ୟାଟ୍ସ ମ୍ୟାନ ଅଜୟ ବାସ୍କେ ୩୨ ଟି ବଲ ଖେଳି ୪୩ ରନ ସଂଗ୍ରହ କରିଥିଲେ। ଜବାବ୍ ରେ ଭଦ୍ରକ ଟିମ ଟିମ ୧୭. ୪ ଓଭର ରେ ୨ ୱିକେଟ ହରାଇ ୧୮୯ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା।
ସୋର: ମହୁମୁହାଣ ଗୁଠୁଣା ପଡିଆରେ ଅଷ୍ଟମ ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ୟୁନିକ ଭଦ୍ରକ ଚମ୍ପିୟାନ - Soro News