RCN ଖବରର ବଡ଼ ପ୍ରଭାବ! ତୁରନ୍ତ ପଦକ୍ଷେପ ନେଲେ ଭଦ୍ରକ SP ମନୋଜ ରାଉତ | ପୋଲିସ ଜୁଲମ ଘଟଣାରେ ତଦନ୍ତ ନିର୍ଦ୍ଦେଶ
ଭଦ୍ରକରେ ପୋଲିସ ଜୁଲମ ଅଭିଯୋଗକୁ ନେଇ RCN ରେ ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ଭଦ୍ରକ ଏସପି ମନୋଜ ରାଉତ। ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।
ଏହି ଭିଡିଓରେ ଦେଖନ୍ତୁ—
✅ ଘଟଣାର ସମ୍ପୂର୍ଣ୍ଣ ବିବରଣୀ
✅ ଏସପିଙ୍କ ପ୍ରତିକ୍ରିୟା
✅ ତଦନ୍ତକୁ ନେଇ ବଡ଼ ଅପଡେଟ୍
✅ RCN ଖବରର ପ୍ରଭାବ
ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରନ୍ତୁ।
#Bhadrak #BhadrakSP #ManojRout #RCNOdia #BreakingNews #OdishaNews #PoliceInvestigation #BhadrakNews #OdiaNews #RCNMedia #LatestNews #OdishaBreakingNews #RCNImpact #NewsUpdate #policeaction
Bhadrak Rural, Bhadrak | Jun 10, 2026