ସାର୍ଥା ପଞ୍ଚାୟତରେ ପାଳିତ ହେଲା ରାସ ପୂର୍ଣ୍ଣିମା, ଯୋଗ ଦେଲେ ବିଶିଷ୍ଟ ଅତିଥି
Baleshwar, Balasore | Nov 25, 2026
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ଥା ପଞ୍ଚାୟତରେ ଆୟୋଜିତ ରାସ ପୂର୍ଣ୍ଣିମା ଉତ୍ସବରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ଓ ବିକ୍ରମ ପଣ୍ଡା ଯୋଗ ଦେଇଛନ୍ତି।