ବାଣିଜ୍ୟ ମେଳାରେ ମାଲକାନଗିରି ବିଧାୟକ ଶ୍ରୀ ନରସିଙ୍ଗ ମାଡକାମୀ ଗସ୍ତ କରି ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ବିଧାୟକ ଦୋଳିରେ ବସି ଦୋଳିର ମଜା ମଧ୍ୟ ନେଇଥିଲେ।
#Malkangiri #MalkangiriNews #orupa #banijyamela #NarsingMadkami #newodishatv #Odisha
MV 79, Malkangiri | Aug 24, 2026