ପୋଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ପଞ୍ଚାୟତ ସମ୍ମିଳନୀ କକ୍ଷରେ ସ୍ଵଚ୍ଛତା ପକ୍ଷ ପାଳନ ସହ ଗ୍ରାମସଭା
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ପଞ୍ଚାୟତ ସମ୍ମିଳନୀ କକ୍ଷରେ ସ୍ଵଚ୍ଛତା ପକ୍ଷ ପାଳନ ସହ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ସ୍ଵଚ୍ଛତା ପକ୍ଷ ପାଳନ କରାଯିବା ସହ ଆଗାମୀ ୨୦୩୦ ସୁଦ୍ଧା ସମସ୍ତ ଗ୍ରାମକୁ କିଭଳି ମଡେଲ ଗ୍ରାମ ର ରୂପ ଦିଆଯାଇ ପାରିବ ସେ ନେଇ ଆଲୋଚନା ହୋଇଛି।