Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପୋଡିଆ: ସୀମାବର୍ତ୍ତୀ କମାରଗୁଡା ଗ୍ରାମ ଠାରେ ମାଁ ଦୂର୍ଗାଙ୍କ ପ୍ରତିମୂର୍ତ୍ତୀ ଭଷାଣିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

Podia, Malkangiri | Oct 4, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ଦଶହରା ପୂଜା ସମାପନ ସହ ଆଜି ଶହ ଶହ ଭକ୍ତଙ୍କ ସମାଗମରେ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତୀ ସମେତ ବିଭିନ୍ନ ଦେବାଦେବୀ ଙ୍କ ପ୍ରତିମୂର୍ତ୍ତୀ ଭଷାଣି କରାଯାଇଅଛି ।