ଜଗତସିଂହପୁର: ସଡ଼କ ସୁରକ୍ଷା ପାଇଁ ବୈଠକ, ଦୁର୍ଘଟଣା ହ୍ରାସ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଜଗତସିଂହପୁରରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସମିତି ବୈଠକରେ ଜାତୀୟ ରାଜପଥରେ ସିସିଟିଭି ଲଗାଇବା ଏବଂ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ। ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୧୭% ହ୍ରାସ ପାଇଥିବା ସୂଚନା। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା।