Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ସିମୁଳିଆ: ଅଡା ଅଲାରପୁର ମୌଜା ରେ ଖଇରା ତହସିଲଦାର ପକ୍ଷରୁ ଜବରଦଖଲ ଉଛେଦ

Similia, Balasore | Dec 12, 2025
ଅଡା ଅଲାରପୁର ମୌଜାରେ ଜବରଦଖଲ ଉଚ୍ଛେଦ ବାଲେଶ୍ଵର ଜିଲା ଖଇରା ବ୍ଳକ ସାନଜୟିପୁର ରାଜସ୍ଵ କ୍ଷେତ୍ରରେ ଅଡା ଅଲାରପୁର ମୌଜାରେ ୧୭ ଟି ପ୍ଲଟରେ ସରକାର ଜମିକୁ ଜବରଦଖଲ କରିଥିବା ୧୦ରୁ ଅଧିକ ବ୍ୟବସାୟିଙ୍କ ଦେକାନ ଘରକୁ ଉଛେଦ କରାଯାଇଛି । ରାସ୍ତା ସମ୍ପ୍ରସାରଣ ଲକ୍ଷରେ ପୂର୍ବରୁ ଉଛେଦ ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି ଶୁକ୍ରବାର ଅପରାହ୍ନ 4 ଘଟିକା ସମୟରେ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା,ରାଜସ୍ୱ ନିରିକ୍ଷକ ଦେବବ୍ରତ ସାହୁ ତଥା ସମୁଳିଆ ପୋଲିସ ଉପସ୍ଥିରେ ଜବରଦଖଲ ଉଚ୍ଛେଦ କରାଯାଇଛି ।