ନୂଆପଡା: ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା
ନୂଆପଡା ଜିଲ୍ଲା କୋମନା ବ୍ଲକ ପଲସିପାଣିର ବିହାରିଲାଲ ଶବରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ ନେତୃବୃନ୍ଦ ମୃତକଙ୍କ ପରିବାରକୁ ଭେଟି ହରିଶଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଗିରଫ ହୋଇଛନ୍ତି।