Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ନିଶ୍ଚିନ୍ତପୁର ପଞ୍ଚାୟତରେ କାର୍ଯ୍ୟ ନକରି ବିଲ ଉଠା ଯାଇଥିବା ଅଭିଯୋଗରେ ତଦନ୍ତ କଲେ ତଦନ୍ତକାରି ଟିମ

Soro, Balasore | Dec 18, 2025
ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରାନଯାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ରେ ଏକ ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଏହି ପଞ୍ଚାୟତର ପୁର୍ବତନ ସରପଞ୍ଚ ବିଭିନ୍ନ ଗ୍ରାମରେ କାମ କରିବା ନାଁରେ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଇଥିବା ବେଳେ ଏ ନେଇ ବର୍ତମାନର ସରପଞ୍ଚ ସୌମେନ୍ଦ୍ରନାଥ ଦାଶ ମହାପାତ୍ର,ସମିତି ସଭ୍ୟ ପ୍ରଶାନ୍ତ ସାହୁ ଆରଟିଆଇରେ ତଥ୍ୟ ମାଗିଥିଲେ। ଏହା ପରେ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଗ୍ରାମର ହରିଶଙ୍କର ଜେନା, ଉମାକାନ୍ତ ଦାସ, କୈଳାଶ ମୁଦୁଲି ଅଭିଯୋଗ କରିଥିଲେ।
ସୋର: ନିଶ୍ଚିନ୍ତପୁର ପଞ୍ଚାୟତରେ କାର୍ଯ୍ୟ ନକରି ବିଲ ଉଠା ଯାଇଥିବା ଅଭିଯୋଗରେ ତଦନ୍ତ କଲେ ତଦନ୍ତକାରି ଟିମ - Soro News