Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ମେଡିକାଲ ରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ଡାକ୍ତର ଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ

Bhadrak Rural, Bhadrak | Sep 18, 2025
ଭଦ୍ରକ ଜିଲ୍ଲା ଭଦ୍ରକ ସରକାରୀ ଡାକ୍ତରଖାନା ର ଡାକ୍ତର ଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ। ଚାନ୍ଦବାଲି ଅଞ୍ଚଳ ର ଏକ ମହିଳା ପ୍ରଶବ ଜନ୍ତ୍ରଣା ପାଇବାରୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ପରିବାର ଲୋକେ ନେଇ ଥିଲେ ହେଲେ ସେଠାରେ ଡାକ୍ତର ଙ୍କ ଭୁଲ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆଜି ଦିନ ୧୦ ଘଟିକା ସମୟରେ ଦେଖିବାକୁ ମିଳିଛି।

MORE NEWS