ଭୁବନେଶ୍ୱର: ନିରାଡମ୍ବର ହେବ ଦୁର୍ଗାପୂଜା: ପୂଜା ମଣ୍ଡପ ଯିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Bhubaneswar, Khordha | Oct 19, 2026
ରାଜ୍ୟରେ ବର୍ଷାଜନିତ ସ୍ଥିତି ଓ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେ ପାଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ପରିଦର୍ଶନରୁ ନିବୃତ୍ତ ରହିବେ।