Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଯଶିପୁର: କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଆଜି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ କୁ ଖସିଲା ପାରଦ

Jashipur, Mayurbhanj | Dec 22, 2025
କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ଯୋଗୁଁ ଗାଡି ଚାଳକକୁ ଅନେକ ଅସୁବିଧା ର ସମ୍ମୁଖିନ ହେବାକୁ ପଡିଥିଲା । ଏମିତି କି ୧୦ ଫୁଟ ଦୂର ରେ କଣ ଅଛି ଦୃଶ୍ୟମାନ ହେଉ ନଥିଲା । ଆଜି ସକାଳ ୬ ଘଟିକା ରିପୋର୍ଟ ଅନୁସାରେ ଶିମିଳିପାଳରେ ୪° ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳ ଏବଂ ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି
ଯଶିପୁର: କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ, ଆଜି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ କୁ ଖସିଲା ପାରଦ - Jashipur News